ଆଜିର ଖବର ପାରିବାରିକ କଳହ ଯୋଗୁଁ ଘର ଛାଡି ଶ୍ଵଶୁର ଘରକୁ ଯାଉଥିଲେ ଦମ୍ପତି: ନାଚୁଣୀରେ ହେଲା ଦୁର୍ଘଟଣା, ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର ସୀତାରାମ ଅଗ୍ରୱାଲ ଚିଲିକା: ପାରିବାରିକ କଳହ ଯୋଗୁଁ ମଧ୍ୟ ରାତ୍ରରେ ଘରୁ ବାହାରି ଶ୍ୱଶୁର ଘରକୁ ଯାଉଥିବା ବେଳେ ଦମ୍ପତିଙ୍କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ…