ଜାତୀୟ ଖବର ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ନୂଆଦିଲ୍ଲୀ: ଗୃହ ଓ ସହରାଞ୍ଚଳ ବ୍ୟାପାର ତଥା ବିଦ୍ୟୁତ୍ ମନ୍ତ୍ରୀ ମନୋହର ଲାଲ ରାଜ୍ୟଗୁଡ଼ିକର ସହରାଞ୍ଚଳ ବିକାଶ ମନ୍ତ୍ରୀ, ପ୍ରମୁଖ ସଚିବ, ସହରାଞ୍ଚଳ ବିକାଶ ବିଭାଗର ଅଧିକାରୀ…