ଆଜିର ଖବର ନିର୍ବାଚନୀ ସର୍ଭେରେ ସ୍ୱଚ୍ଛତା ଓ ନିର୍ଭୁଲତାକୁ ଗୁରୁତ୍ୱ: ଘରକୁ ଘର ବୁଲି ସ୍ଥିତି ପରଖିଲେ ଅତିରିକ୍ତ ସଚିବ ରଣପୁର: ନିର୍ବାଚନୀ ପ୍ରକ୍ରିୟାକୁ ସ୍ୱଚ୍ଛ, ସୁଦୃଢ଼ ଓ ତ୍ରୁଟିମୁକ୍ତ କରିବା ଦିଗରେ ପ୍ରଶାସନର ତତ୍ପରତା। ଏହି ପରିପ୍ରେକ୍ଷୀରେ ରଣପୁର ଏନ୍.ଏ.ସି. ଓ ହଂସରା ଏବଂ ଅନ୍ୟ ବିଭିନ୍ନ…