ସ୍ୱଚ୍ଛ ସର୍ଭେକ୍ଷଣ ପୁରସ୍କାର ୨୦୨୨

ନୂଆଦିଲ୍ଲୀ: କେନ୍ଦ୍ରର ବାର୍ଷିକ ସର୍ଭେରେ ମଧ୍ୟପ୍ରଦେଶ ‘ସ୍ୱଚ୍ଛ ସର୍ଭେକ୍ଷଣ ପୁରସ୍କାର ୨୦୨୨’ ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ତା’ପରେ ଛତିଶଗଡ…