ବିଶେଷ ଖବର ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ବିରୋଧୀ ଦଳର ବୈଠକରେ ଯୋଗଦେବନି ଟିଆରଏସ!: ସାମିଲ ହେବ କି ବିଜେଡ଼ି? ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀଙ୍କ ନାମ ଉପରେ ସହମତି ପ୍ରକାଶ କରିବା ପାଇଁ ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ଆଜି ଅପରାହ୍ନ ୩…