ଅପରାଧ ଓଡିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ: ୫୯ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଖୋର୍ଦ୍ଧା ଜିଲ୍ଲା ପୋଲିସ ଖୋର୍ଦ୍ଧା: ଓଡିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ। ୧୦ ଦିନରେ ୨୨୩୧ ନିଖୋଜ ବ୍ୟକ୍ତି/ଶିଶୁ ଙ୍କୁ ଖୋଜି ସେମାନଙ୍କ ପରିବାର ସହ ମିଶାଇଛି ଓଡିଶା ପୋଲିସ। ଡ଼ିଜିପିଙ୍କ ନିର୍ଦ୍ଦେଶକ୍ରମେ…