ଆଜିର ଖବର ବିଶ୍ୱକପ୍ରେ ‘ଫିଲ୍ଡିଂ’ର କିଙ୍ଗ ହେଲେ କୋହଲି, ଆଇସିସିର ସ୍ୱତନ୍ତ୍ର ତାଲିକାର ଶୀର୍ଷରେ ରହିଲେ ବିରାଟ ନୂଆଦିଲ୍ଲୀ: ODI ବିଶ୍ୱକପ 2023 ରେ ବିରାଟ କୋହଲି ବ୍ୟାଟିଂ ସହିତ ଫିଲ୍ଡିଂରେ ଏକ ବଡ ପ୍ରଭାବ ପକାଉଛନ୍ତି। ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ସମସ୍ତ ତିନୋଟି ମ୍ୟାଚ୍ରେ ଟିମ୍…