ଆଜିର ଖବର ସ୍ୱର୍ଣ୍ଣିମ ବିଜୟ ବର୍ଷ ପୂର୍ତ୍ତି: ଚିଲିକାର ବିଭିନ୍ନ ସ୍ଥାନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା ସୀତାରାମ ଅଗ୍ରୱାଲ ଚିଲିକା: ୧୯୭୧ ମସିହାର ଭାରତ ଓ ପାକିସ୍ତାନ ଯୁଦ୍ଧ ହେଉଛି ଏକ ସ୍ବର୍ଣ୍ଣିମ ଇତିହାସ। ଯେଉଁ ଯୁଦ୍ଧଦ୍ୱାରା ବାଂଲାଦେଶ ପାଇଥିଲା ନୂତନ ଜୀବନ। ଉକ୍ତ…