ଜାତୀୟ ଖବର ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି, ଆଜି ସ୍ୱର୍ଣ୍ଣ ମନ୍ଦିର କାର୍ଯ୍ୟକ୍ରମରେ ହେବେ ସାମିଲ ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଅଛନ୍ତି। ଆଜି ସେ ଭେଲୋର ସ୍ୱର୍ଣ୍ଣ ମନ୍ଦିରରେ ଶ୍ରୀ ଶକ୍ତି ଆମ୍ମାଙ୍କ ୫୦ତମ ସୁବର୍ଣ୍ଣ ଜୟନ୍ତୀ…