ଆଞ୍ଚଳିକ ବାଣପୁର ବ୍ଲକ ପରିସରରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ ହୋଇଅଛି। ଉକ୍ତ ପଦଯାତ୍ରାକୁ ପୁରୀ ସାଂସଦ ସମ୍ବିତ ପାତ୍ର,…