ଆଜିର ଖବର ଟିକେଟ୍ କଟିବା ପରେ ସ୍ୱାତୀ ସିଂ ଛାଡିବେ କି ବିଜେପି?, ନିଜେ ଏହାର ଉତ୍ତର ରଖିଲେ ମନ୍ତ୍ରୀ ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଲକ୍ଷ୍ନୌର ସରୋଜିନୀ ନଗର ଆସନରୁ ୟୁପି ମନ୍ତ୍ରୀ ସ୍ବାତୀ ସିଂଙ୍କ ଟିକେଟ କଟାଯାଇଛି। ପୁନର୍ବାର ବିଜେପି ଦ୍ଵାରା ଟିକେଟ ନ…