ଆଜିର ଖବର ୭୪% ଭାରତୀୟଙ୍କୁ ମିଳୁନାହିଁ ପୁଷ୍ଟିକର ଖାଦ୍ୟ: ସ୍ୱାସ୍ଥ୍ୟକର ଖାଦ୍ୟ ମହଙ୍ଗା, ଆୟ ଏହାଠାରୁ କମ୍ ବଢ଼ୁଛି ଭୁବନେଶ୍ୱର: ସୁସ୍ଥ ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ। କିନ୍ତୁ ଦେଶର ତିନି ଚତୁର୍ଥାଂଶ ଲୋକ ଏହାର ବ୍ୟବସ୍ଥା କରିପାରୁନାହାନ୍ତି। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ…