ବିଶେଷ ଖବର ଭାରତର ସାର୍ବଭୌମତ୍ୱକୁ ସ୍ୱୀକାର କରିବା ପରେ କାଶ୍ମୀରରେ ସ୍ୱାୟତ୍ତତା ଦାବି କାହିଁକି? ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ନୂଆଦିଲ୍ଲୀ: ବୁଧବାର ଧାରା ୩୭୦ ଉପରେ ଶୁଣାଣିବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ଯଦି ଜମ୍ମୁ-କାଶ୍ମୀରର ସମ୍ବିଧାନ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତେବେ ୧୯୫୭ ପରେ…