ଆଜିର ଖବର ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା: ସୁରକ୍ଷା ଦାବିରେ ସଡ଼କ ଅବରୋଧ କଲେ ଗ୍ରାମବାସୀ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗ୍ରାମବାସୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଗ୍ରାମବାସୀଙ୍କ ଧନ ଜୀବନ…