ଆଜିର ଖବର ଆଜି ହକି ବିଶ୍ୱକପ୍ରେ ଇଂଲଣ୍ଡକୁ ଭେଟିବ ଭାରତ, ଜିତିବା ଦଳକୁ ମିଳିପାରେ କ୍ଵାର୍ଟର-ଫାଇନାଲ ଟିକେଟ ଭୁବନେଶ୍ବର: ଆଜି ହକି ବିଶ୍ୱକପ୍-୨୦୨୩ ରେ ଇଂଲଣ୍ଡକୁ ଭାରତୀୟ ଦଳ ଭେଟିବ। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସନ୍ଧ୍ୟା ୭ ଟାରେ ଉଭୟ ଦଳ ମୁହାଁମୁହିଁ…