ଆଜିର ଖବର ବିଶ୍ଵକପ ହକି: ନ୍ୟୁଜିଲ୍ୟାଣ୍ଡକୁ ୪-୦ ରେ ହରାଇଲା ନେଦରଲ୍ୟାଣ୍ଡ, ମାଲେସିଆ ଠାରୁ ଚିଲି ପରାସ୍ତ ଭୁବନେଶ୍ବର: ଆଜି ହକି ବିଶ୍ୱକପ-୨୦୨୩ ର ଗ୍ରୁପ୍-ସି ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ଦଳ ସହ ନେଦରଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ନେଦରଲ୍ୟାଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ୪-୦ ରେ…