ବିଶେଷ ଖବର ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା, ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବି, ଜାଣନ୍ତୁ କାରଣ ଭୁବନେଶ୍ବର: ଆଜି ମଧ୍ୟ ବିଧାନସଭା ଚାଲିପାରିଲା ନାହିଁ। ବିରୋଧୀ ବିଜେଡିର ହଟ୍ଟଗୋଳ ପାଇଁ ଗୃହ ପୁଣି ମୁଲତବି ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ…