ବିଶେଷ ଖବର ରାହୁଲ ଗାନ୍ଧିଙ୍କ ଲୋକସଭା ଭାଷଣରୁ ହଟିଲା ‘ହତ୍ୟାକାରୀ-ଦେଶଦ୍ରୋହୀ’ ଶବ୍ଦ ନୂଆଦିଲ୍ଲୀ: ଗତକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏଭଳି ଅନେକ ଶବ୍ଦ ବ୍ୟବହାର କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।…