ଆଜିର ଖବର କରୋନାରେ ସଂକ୍ରମିତ ହେଲେ ହରିୟାଣା ମନ୍ତ୍ରୀ ଅନୀଲ ଭିଜ: ନଭେମ୍ବର ୨୦ରେ ନେଇଥିଲେ ଟୀକା ଚଣ୍ଡୀଗଡ଼: କରୋନା ଟୀକାକୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି। ବିଭିନ୍ନ କରୋନା ଟୀକା ପ୍ରସ୍ତୁତ କମ୍ପାନୀଗୁଡିକ ସଫଳତା ହାସଲ କରୁଛନ୍ତି ବୋଲି ଦାବି କରୁଥିବା ବେଳେ…