ଆଜିର ଖବର ଲିଟର ପିଛା ଚାରି ଟଙ୍କା ମୂଲ୍ୟରେ ବିକ୍ରି ହେବ ଗୋମୁତ୍ର: ଜୁଲାଇ ୨୮ରୁ ଆରମ୍ଭ ହେବ ପ୍ରକ୍ରିୟା ରାୟପୁର: ଛତିଶଗଡର ପାରମ୍ପାରିକ ପର୍ବ ହରେଲି ପର୍ବ ଜୁଲାଇ ୨୮ ତାରିଖରେ ପାଳନ କରାଯିବ। ରାଜ୍ୟରେ ପ୍ରତିବର୍ଷ ହରେଲି ପର୍ବ ପାଳନ କରାଯାଏ। ଏଥର ମଧ୍ୟ ସରକାର…