ବିଶେଷ ଖବର “ବନ୍ଧୁଙ୍କ ରୋଜଗାରରେ ବ୍ୟସ୍ତ ରାଜା, ଦରଦାମ ବୃଦ୍ଧିରେ ତ୍ରସ୍ତ ପ୍ରଜା”; ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାମଲିଲା ମଇଦାନରେ କଂଗ୍ରେସ ମୁଦ୍ରାସ୍ଫୀତି ବିରୋଧରେ ଏକ ହଲ୍ଲାବୋଲ କରୁଛି। ରାମଲିଲା ମଇଦାନରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ରାଲିର…