ଜାତୀୟ ଖବର ଅଦା କିମ୍ବା ହଳଦୀ ଚାଷ କରନ୍ତୁ, ହେକ୍ଟର ପିଛା ୨ ଲକ୍ଷ ୪୦ ହଜାର ଟଙ୍କାର ରିହାତି ପାଆନ୍ତୁ ଭୁବନେଶ୍ୱର: ଆମ ରାଜ୍ୟର ଲୋକମାନଙ୍କର ରୋଷେଇଘରେ ଅଦା ଓ ହଳଦୀ ଏକ ନିତ୍ୟ ଆବଶ୍ୟକ ମସଲା ଭାବରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ। ରାଜ୍ୟର ଘରୋଇ ଚାହିଦାକୁ…