ଆଜିର ଖବର ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ‘ଅନ୍ୟାୟ’ କହିଲେ ଆବେଦନକାରୀ ଛାତ୍ରୀ ବେଙ୍ଗାଲୁରୁ: ହିଜାବ ମାମଲା ସମ୍ପର୍କରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଆବେଦନ କରିଥିବା ପାଞ୍ଚଜଣ ମୁସଲମାନ ଛାତ୍ରୀ ନିରାଶ ହୋଇଛନ୍ତି। ହାଇକୋର୍ଟ ଏହି ରାୟରେ କହିଛନ୍ତି ଯେ,…