ଆଞ୍ଚଳିକ ମାରୱାଡିମୁଣ୍ଡା ଗ୍ରାମରେ ରେଡକ୍ରସ ପକ୍ଷରୁ ହାଇଜିନ କିଟ ପ୍ରଦାନ କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଡକ୍ରସ ପକ୍ଷରୁ ନାକଟିଦେଉଳ ଓ ରେଢାଖୋଲରେ ଗରିବ ଅସହାୟ ମାନଙ୍କୁ ହାଇଜିନ କିଟ ପ୍ରଦାନ କରାଯାଇଅଛି। ନାକଟିଦେଉଳ ବ୍ଲକ ଅନ୍ତର୍ଗତ…