ଜାତୀୟ ଖବର ବଜାରରେ ପର୍ଯ୍ୟାପ୍ତ ଔଷଧ ଉପଲବ୍ଧ ପରେ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରୁ ଉଠିଲା ରପ୍ତାନି କଟକଣା ନୂଆଦିଲ୍ଲୀ, ସରକାର ମାଲେରିଆ ନିରୋଧି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରେ ତତ୍କାଳ ରପ୍ତାନି କଟକଣା ଉଠାଇ ଦେଇଛନ୍ତି। ଗତ 3 ତାରିଖ ଦିନ ଆନ୍ତଃସଚିବ ସ୍ତରୀୟ ଉଚ୍ଚ…