ଆଜିର ଖବର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର ସୂର୍ଯ୍ୟପେଟ୍: ବୁଧବାର ଭୋର ସମୟରେ ତେଲେଙ୍ଗାନାର ସୂର୍ଯ୍ୟପେଟ୍ ଜିଲ୍ଲା କୋଡାଡ୍ ମଣ୍ଡଳ ଅନ୍ତର୍ଗତ ଦ୍ୱାରକୁଣ୍ଟା ନିକଟରେ ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ଘଟିଛି ଛାତିଥରା ଦୁର୍ଘଟଣା। ଯାତ୍ରୀଭରା ଏକ…