ବିଶେଷ ଖବର ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଆଜି (୩୦.୧୨.୨୦୨୨) ହାଓଡାରୁ ନ୍ୟୁ-ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରାଇଛନ୍ତି। ଏହା ଆଭାସୀ ମାଧ୍ୟମରେ…