ଆଜିର ଖବର ସମାଜବାଦୀ ପାର୍ଟିକୁ ବଡ ଝଟକା, କଂଗ୍ରେସରେ ଯୋଗ ଦେଲେ ବିଧାୟକ ହାଜି ଇକ୍ରାମ କୁରେଶି ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ଗଡ଼ ମୁରଦାବାଦରେ ଦଳ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଏଠାରେ ଏସପି ବିଧାୟକ ହାଜି ଇକ୍ରାମ କୁରେଶି ଦଳ ଛାଡି କଂଗ୍ରେସରେ…