ଆଞ୍ଚଳିକ ବାଣପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ: କୋଭିଡ଼ ନିୟମାବଳୀ ଅନୁଯାୟୀ ଅନ୍ତିମ ସଂସ୍କାର କଲା ପ୍ରଶାସନ ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ଏନ.ଏ.ସି ର ଜଣେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ହାଡିବନ୍ଧୁ ପାତ୍ର(୯ ୦)ଙ୍କ ଧର୍ମଶାଳା ରୋଡ଼ ସ୍ଥିତ ବାସଭବନରେ…