ନିର୍ବାଚନ ଖବର ଖୋର୍ଦ୍ଧା ବିଜେଡି ଜନସମାବେଶରେ ସାଂସଦ ଅପରାଜିତାଙ୍କ ମୁଖା ଖୋଲି ଦେଲେ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ବର: ଆଜି ବିଜେଡି ତରଫରୁ ଖୋର୍ଦ୍ଧାର ହାବେଳି ପଡିଆରେ ଆୟୋଜିତ ହୋଇଥିଲା ବିରାଟ ଜନସମାବେଶ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ…