ଅନ୍ତରାଷ୍ଟ୍ରୀୟ ଏଜବାଷ୍ଟନ୍ ରେ ପ୍ରଥମ ଇନିଂସରେ 400+ ରନ୍ ଅର୍ଥାତ୍ ହାରିବା ଅସମ୍ଭବ, ଜାଣନ୍ତୁ ଏହି ପିଚର ପୁରୁଣା ରେକର୍ଡ ନୂଆଦିଲ୍ଲୀ: ବର୍ମିଂହାମର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏଠାରେ ଭାରତ ପ୍ରଥମ ଇନିଂସରେ 416 ରନ୍ ସଂଗ୍ରହ କରିଛି।…