ଅନ୍ତରାଷ୍ଟ୍ରୀୟ ସୋମାଲିଆକୁ ଥରାଇଲା ଆତଙ୍କବାଦୀ ଆକ୍ରମଣ, କାର ବିସ୍ଫୋରଣରେ ୧୦୦ ମୃତ ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଦିଶୁରେ ଦୁଇଟି କାର ବିସ୍ଫୋରଣରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଶିକ୍ଷା ମନ୍ତ୍ରଣାଳୟ ବାହାରେ ଘଟିଛି। ସୋମାଲିଆର…