ଅନ୍ତରାଷ୍ଟ୍ରୀୟ ଆଫଗାନିସ୍ତାନରୁ ୧୬୮ ଯାତ୍ରୀଙ୍କୁ ନେଇ ହିନ୍ଦନ ଏୟାରବେସରେ ପହଞ୍ଚିଲା ବାୟୁସେନା ବିମାନ: ସକାଳେ ଆସିଥିଲେ ୮୭ ଭାରତୀୟ ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଦୋହା ଦେଇ ୧୬୮ ଭାରତୀୟ ନାଗରିକଙ୍କୁ…