ଆଜିର ଖବର ପରୋକ୍ଷରେ ବିଜେପିକୁ ଟାର୍ଗେଟ କଲେ ଜୀତନ ରାମ: ଏନଡିଏ ମେଣ୍ଟରେ ବଢୁଛି ଅସନ୍ତୋଷ! ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଅବାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଝୀ ଆଜି ପରୋକ୍ଷରେ ବିଜେପିରକୁ ଟାର୍ଗେଟ କରିଛନ୍ତି। ଟୁଇଟ ମାଧ୍ୟମରେ ବିନା…