ଆଜିର ଖବର ଆସନ୍ତାକାଲି ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମା ହେବ ଉନ୍ମୋଚିତ, ବହୁ ଦୂରରୁ ଦେଖାଯିବ ଏହି ପ୍ରତିମୂର୍ତ୍ତି ନୂଆଦିଲ୍ଲୀ: ହିନ୍ଦୁ ସାଧୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ଵାରା ସେପ୍ଟେମ୍ବର ୨୧ ତାରିଖ ଅର୍ଥାତ୍ ଆସନ୍ତାକାଲି ଓମକାରେଶ୍ୱରରେ…