ବିଶେଷ ଖବର ହିମାଚଳ ପ୍ରଦେଶରରେ ଦେଶ ପାଇଁ ୩୬୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନଏଚ-୧୦୫ ର ପିଞ୍ଜୋରରୁ ନାଲାଗଡ ପର୍ଯ୍ୟନ୍ତ ଜାତୀୟ ରାଜପଥର ଚାରି ଲେନ ପାଇଁ ପ୍ରାୟ ୩୧ କିଲୋମିଟର ନିମନ୍ତେ ୧୬୯୦…