ଆଜିର ଖବର ଟାଉନ ଥାନା ପୋଲିସ ପକ୍ଷରୁ ହୁକ୍କା ଆଡ୍ଡା ଉପରେ ଚଢ଼ାଉ: ମାଲିକ ଗିରଫ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚ୍ ରୋଡର ଏକ ହୋଟେଲରେ ହୁକ୍କା ଚାଲୁଥିବାର ଖବର ମିଳିଥିଲା। ଏହାପରେ ପୋଲିସ ସେଠାରେ ଚଢାଉ କରିଥିଲା।…