ଆଜିର ଖବର ହୃଦଘାତରେ ଆଖି ବୁଜିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଭୁବନେଶ୍ବର: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ନିଜ ଅଫିସରେ ବସିଥିବା ବେଳେ ସେ ହୃଦଘାତରେ ଶିକାର ହୋଇଥିଲେ। କିଶୋରଙ୍କୁ ଝାରସୁଗୁଡା ଏକ ଘରୋଇ…