ଅପରାଧ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଖୋର୍ଦ୍ଧା ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ହେଡ କ୍ଲର୍କ ଖୋର୍ଦ୍ଧା: ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ହେଡ କ୍ଲର୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ହେଡ କ୍ଲର୍କ ତପନ କୁମାର ନାୟକ ୨୦,୦୦୦ଟଙ୍କା…