ବିଶେଷ ଖବର ୨% ରୁ କମ୍ ବିଜୟ-ପରାଜୟ ସହ ୪୮ଟି ଆସନରେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବ ବିଜେପି ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମନ୍ଥନ ଆରମ୍ଭ କରିଛି। ମୋଦିଙ୍କ ଗ୍ୟାରେଣ୍ଟିର ବୟାନ ଦେଉଥିବା ଦଳ ୪୮ଟି ଲୋକସଭା ଆସନରେ ହେଭିୱେଟଙ୍କୁ ପ୍ରାର୍ଥୀ କରିବାକୁ…