ଜାତୀୟ ଖବର ଅପରାଜିତା ଷଡ଼ଙ୍ଗୀଙ୍କ ଗଂଜାମ ଗସ୍ତ: ବିଜେପିର ଛାମୁଆ ନେତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରମିଳା ଗଡ଼ରେ ଅପରାଜିତାଙ୍କ ଲୋକପ୍ରିୟତାର ଗୋଟିଏ ନିଚ୍ଛକ ପ୍ରମାଣ ଦେଖିବାକୁ ମିଳିଥିଲା ଦୁଇଦିନ ତଳେ ଆସିକା ସହରରେ। ଭାରତର ବିଜେପି ରାଷ୍ଟ୍ରୀୟ…