ଅନ୍ତରାଷ୍ଟ୍ରୀୟ ନମାଜ ସମୟରେ ହେରାତ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ଇମାମଙ୍କ ସମେତ ୨୦ ମୃତ, ୨୦୦ ଆହତ କାବୁଲ: ଆଫଗାନିସ୍ତାନର ହେରାତ ସହରରେ ଶୁକ୍ରବାର ନମାଜ ସମୟରେ ଏକ ମସଜିଦ ବାହାରେ ପ୍ରଚଣ୍ଡ ବିସ୍ଫୋରଣ ହେବାର ଖବର ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ବିସ୍ଫୋରଣରେ…