ଆଜିର ଖବର ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ମା’ଲକ୍ଷ୍ମୀଙ୍କ ହେରାପଂଚମୀ ନୀତି କେନ୍ଦ୍ରାପଡା: ଶ୍ରୀଗୁଣ୍ଡିଚା ମନ୍ଦିର ରଥଦାଣ୍ଡ ବିଳମ୍ବିତ ରାତିରେ ମାଲକ୍ଷ୍ମୀଙ୍କ ହେରାପଂଚମୀ ନୀତି ସଂପାଦିତ ହୋଇଛି। ଭାଇ ଜଗନ୍ନାଥ ରଥଯାତ୍ରାରେ ଆସିଥିବା ବେଳେ ସାଂଗରେ ମା’ଙ୍କୁ ଆଣିନଥିବାରୁ ମା’…