ଅନ୍ତରାଷ୍ଟ୍ରୀୟ ହେଲିକପ୍ଟର କ୍ରାସ୍ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ ଲସ ଏଞ୍ଜେଲସ: ଆମେରିକାର ଲସ ଏଞ୍ଜେଲସ ସହରରେ ଗୋଟିଏ ସନ୍ଧ୍ୟାରେ ଦୁଇଟି ପୃଥକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ପ୍ରଥମେ ଏକ ବସ ଓ ଯାତ୍ରୀବାହୀ ଗାଡ଼ି ମଧ୍ୟରେ…