ସ୍ବାସ୍ଥ୍ୟ ହୋମିଓପ୍ୟାଥି ଔଷଧ କାହିଁକି ଲାଗେ ମିଠା? ଜାଣନ୍ତୁ ଏହାର କାରଣ ଓ ଅଜଣା କଥା ବିଶ୍ୱର ବିଭିନ୍ନ ଚିକିତ୍ସା ପଦ୍ଧତି ମଧ୍ୟରେ ହୋମିଓପ୍ୟାଥି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସାଧାରଣତଃ ଆମେ ଖାଉଥିବା ଅନ୍ୟାନ୍ୟ ଔଷଧଗୁଡ଼ିକ କଡ଼ା କିମ୍ବା ପିତା ଲାଗୁଥିବା…