ଆଜିର ଖବର ଭୁବନେଶ୍ବରର ହୋମିଓପ୍ୟାଥିକ କଲେଜର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଏପରି କଥା କହିଲେ ଆଇନ ମନ୍ତ୍ରୀ ଭୁବନେଶ୍ୱର: ବିଶ୍ୱାସ ରହିଲେ ହୋମିଓପ୍ୟାଥିକ ଔଷଧ ଦ୍ୱାରା ସମସ୍ତ ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ମିଳିବ ବୋଲି କହିଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ…