ଆଜିର ଖବର ହିନ୍ଦୁ ବିବାହ ଆଇନରେ ଛାଡପତ୍ର ବ୍ୟବସ୍ଥା ଚିତ୍ତରଂଜନ କାନନୁଗୋ ପୂର୍ବ କାଳରେ ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ବିବାହକୁ ପବିତ୍ର ଐଶ୍ୱରୀୟ ବନ୍ଧନ ଭାବେ ବିବେଚନା କରାଯାଉଥିଲା। ହିନ୍ଦୁ ବିବାହରେ ସମ୍ପନ୍ନ କରାଯାଉଥିବା କର୍ମ…