ଆଜିର ଖବର ଡ଼େପୁଟି ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢ଼ାଉ: ୨୭ଟି ପ୍ଲଟ୍ ଏବଂ ୪୦ ଲକ୍ଷର କ୍ରସର ମିଶିନ୍ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ତିନିଦିନ ମଧ୍ୟରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇଜଣଙ୍କ ଘରେ ଚଢ଼ାଉ ହୋଇଛି।…