ଆଜିର ଖବର ସୋଆ ମୁନ୍ର ୫ମ ସଂସ୍କରଣ ଉଦ୍ଘାଟିତ: ନିଶା କାରବାର ପ୍ରସଙ୍ଗକୁ ନେଇ ହେବ ଆଲୋଚନା ଭୁବନେଶ୍ୱର: ୟୁକ୍ରେନ୍ ସମସ୍ୟା, ସାମାଜିକ ଜୀବନରେ ମହିଳାଙ୍କ ଭୂମିକା ଏବଂ ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଶୁକ୍ରବାର ଆରମ୍ଭ ହୋଇଥିବା ୩ ଦିନିଆ ସୋଆ ଇଂଟରନ୍ୟାସ୍ନାଲ୍…