ଆଜିର ଖବର ଆସନ୍ତା ୧୭ ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା: ଦିନକୁ ହେବ ୪ ଟି ପିରିୟଡ ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଆସନ୍ତା ୧୭ ରୁ ଅନଲାଇନ ପାଠପଢା ଆରମ୍ଭ ହେବ। କେବଳ ନବମ ଓ…